ଓଡ଼ିଆ Love Shayari

ପ୍ରେମ ବୁଝେନାହିଁ ପାପ କି କଳଙ୍କ ପ୍ରେମ ଦେଖେନାହିଁ ଜାତି କି ଜାତକ ପ୍ରେମ ଏତିକି ଏକ ସମ୍ପର୍କ ପବିତ୍ର ବନ୍ଧନ ଦୁଇଟି ପ୍ରାଣର ନଥାଏ କିଛି ଫରକ

ସ୍ବପ୍ନର ଘର ତୋଳି ମୁଁ ସାରିଛି, ସ୍ବପ୍ନର ତୁଳି ଧରି। ସ୍ଵପ୍ନର ରଙ୍ଗରେ ରଙ୍ଗେଇ ଦେଇଛି, ପ୍ରୀତିର ସେହି କୋଠରୀ

କିଛି ଲୋକ ହସିଲା ବେଳେ ବହୁତ ଭଲ ଲାଗନ୍ତି ଯେମିତି

ଉଦାସ ଆଖିରେ ପ୍ରତି ପଲକରେ ନାଚୁଛି ମୁହଁଟି ତାର ଆଖି ବୁଜି ଦେଲେ ଦୁନିଆ ଅନ୍ଧାର କିଏ ପର ଆପଣାର।

କିଛି ଜଣା ନାହିଁ ମିଶିଗଲା ଆମ ଦୁହିଁଙ୍କ ଦୁଇଟା ଆଖି। ଭଲ ପାଇବା ମୋର ଆରମ୍ଭ ହୋଇଲା, ଭଗବାନ ରହିଲେ ସାକ୍ଷୀ।

ଭାବନା ଭିତରେ ପାଦ ଥାପି ଥାପି ଧୀରେ ଧୀରେ ଆସୁ ତୁ ଆଖିକୁ ନଚେଇ ନିଜର ଭାବି କେତେ କଥା କହିଦିଏ ମୁଁ

ଭଲ ପାଇବାକୁ ଚାହିଁ ତ ନଥିଲି ଥିଲି ମୁଁ ସାଧା କାଗଜ । ହୃଦୟରେ ମୋର ମାଖୀ ଦେଇଗଲ ପ୍ରେମର ରଙ୍ଗ ମୁରୁଜ।